କଟକ ଜିଲ୍ଲାରେ ବିଚିତ୍ର ବ୍ୟବସ୍ଥା: ପରୀକ୍ଷା ନକରି ବି ରିପୋର୍ଟ‌ ପଜିଟିଭ୍‌

କ୍ଷୀର ବିକି ଚଳୁଥିଲେ, ଏବେ କେହି କିଣୁ ନାହାନ୍ତି କଟକ: କରୋନା ପରୀକ୍ଷା କରାଯାଇନାହିଁ। ମାତ୍ର ରିପୋର୍ଟ ଆସିଲା ପଜିଟିଭ୍‌। କିଛି ଦିନ ତଳେ ସଦର ଅଞ୍ଚଳରେ ଏଭଳି ଏକ ଅଭିଯୋଗ ଆସିଥିବା ବେଳେ ସିଏମସି ୧ ନମ୍ବର ୱାର୍ଡର ବିଡ଼ାନାସୀ, ବାଉରିସାହି ଶୌଚାଳୟ ଲେନ୍‌ରେ ପୁଣି ଅନୁରୂପ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳର ‌ଜଣେ ମହିଳାଙ୍କ କରୋନା ପରୀକ୍ଷା କରାଯାଇ ନଥିବା ବେଳେ ତାଙ୍କୁ କରୋନା ହୋଇଥିବା … Continue reading କଟକ ଜିଲ୍ଲାରେ ବିଚିତ୍ର ବ୍ୟବସ୍ଥା: ପରୀକ୍ଷା ନକରି ବି ରିପୋର୍ଟ‌ ପଜିଟିଭ୍‌